‘ମୁଖ୍ୟମନ୍ତ୍ରୀ ଧାମନଗର ଦାୟିତ୍ୱ ଗ୍ରହଣ କରନ୍ତୁ’

‘ମୁଖ୍ୟମନ୍ତ୍ରୀ ଧାମନଗର ଦାୟିତ୍ୱ ଗ୍ରହଣ କରନ୍ତୁ’ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ।