/odisha-reporter/media/post_attachments/uploads/2022/07/babushan-1.jpg)
babushan
ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ୍ । ଓଡ଼ିଶା ଫେରିଲେ ତୁରନ୍ତ ଥାନାକୁ ଆସି ପକ୍ଷ ରଖ । ଉଭୟ ପକ୍ଷରୁ କରାଯାଇଥିବା ୨ଟି ମାମଲାରେ ବୟାନ ରେକର୍ଡ । ବାବୁସାନ୍ ଙ୍କ ବିରୋଧରେ ୪୯୮ ‘ଏ’ । ପ୍ରକୃତିଙ୍କ ବିରୋଧରେ ୫୦୬ ଦଫା । ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ୫ଟି ଦଫା ଲାଗିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
