ଅଗଷ୍ଟ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତକାଳରେ ଶାହ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ପ୍ରଥମେ ଏୟାରପୋର୍ଟରେ ଶାହଙ୍କୁ ଦିଆଯିବ ଭବ୍ୟ ସମ୍ବର୍ଦ୍ଧନା। ଏହାପରେ କଟକଠାରେ ପ୍ରଜାତନ୍ତ୍ରର ଏକ ଉତ୍ସବରେ ଯୋଗଦେବେ। ଏହି ମଞ୍ଚରେ ଶାହଙ୍କ ସହ ବସିବେ ନବୀନ, ଭର୍ତ୍ତୃହରି ଏବଂ ଅନେକ ତୁଙ୍ଗ ନେତା।
https://youtu.be/iARVaFO6y0g
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ଦିଲ୍ଲୀରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦାବି କରିଥିଲେ ହଜରତ ନିଜାମୁଦ୍ଦିନର ଧର୍ମଗୁରୁ ଓ ମୁସଲମାନ ନେତା। ଉପରାଜ୍ୟପାଳଙ୍କୁ ଦେଇଥିଲେ ଦାବିପତ୍ର।
Politics
ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନରେ ସସପେନ୍ସ; ଅଡ଼ୁଆରେ ବିଜେପି
ମହାରାଷ୍ଟ୍ରରେ ଏନଡିଏ ସରକାର ପାଇଁ ଏବେ ବି ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସହଯୋଗୀ ଏନସିପି ଓ ଶିବସେନା। ବଡ଼ ବଡ଼ ବିଭାଗ ଦାବିରେ ଅଜିତ-ଏକନାଥ।
National
ଲୋନ୍ ଆପ୍ ଏଜେଣ୍ଟଙ୍କ ନିର୍ଯାତନା: ପତ୍ନୀଙ୍କ ଫଟୋକୁ ବିକୃତ କରି ଭାଇରାଲ କଲେ, ଜୀବନ ହାରିଲେ ଯୁବ ମତ୍ସ୍ୟଜୀବୀ
ଋଣ ଅର୍ଥ ଫେରସ୍ତ କରିବା ସତ୍ତ୍ୱେ ଲୋନ୍ ଆପ୍ ଏଜେଣ୍ଟମାନେ ତାଙ୍କୁ ହଇରାଣ କରିବା ବନ୍ଦ କରି ନଥିଲେ। ଆଉ ଇତି ମଧ୍ୟରେ ତାଙ୍କ ବନ୍ଧୁବାନ୍ଧବ ଓ ପରିବାର ଲୋକେ ନରେନ୍ଦ୍ରଙ୍କୁ ଫୋନ୍ କରି ତାଙ୍କ ପତ୍ନୀଙ୍କ ଉକ୍ତ ବିକୃତ ଫଟୋ ଗୁଡ଼ିକ ସଂପର୍କରେ ପଚରାପଚରି କରିଥିଲେ।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Politics
ମହାରାଷ୍ଟ୍ରରେ EVM ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି ଗ୍ରାମ କମିଟି
ଇଭିଏମ୍ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି 'ଇଣ୍ଡିଆ' ମେଣ୍ଟ। ଏପଟେ ମହାରାଷ୍ଟ୍ରରେ ବିଭିନ୍ନ ଗ୍ରାମ କମିଟିଗୁଡିକ ଇଭିଏମ୍ ବିରୋଧରେ ସଂକଳ୍ପ ପାରିତ କରୁଛନ୍ତି।