ଅଦ୍ୟତନ ହୋଇଛି
amit shah
Advertisment
ଅଗଷ୍ଟ ୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତକାଳରେ ଶାହ ଦଳୀୟ ନେତାଙ୍କୁ ଦେବେ ଗୁରୁମନ୍ତ୍ର। ପ୍ରଥମେ ଏୟାରପୋର୍ଟରେ ଶାହଙ୍କୁ ଦିଆଯିବ ଭବ୍ୟ ସମ୍ବର୍ଦ୍ଧନା। ଏହାପରେ କଟକଠାରେ ପ୍ରଜାତନ୍ତ୍ରର ଏକ ଉତ୍ସବରେ ଯୋଗଦେବେ। ଏହି ମଞ୍ଚରେ ଶାହଙ୍କ ସହ ବସିବେ ନବୀନ, ଭର୍ତ୍ତୃହରି ଏବଂ ଅନେକ ତୁଙ୍ଗ ନେତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/amit-shah-2.jpg)