ED
Advertisment
ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟ କାହାକୁ ଅଛପା ନାହିଁ। ଉଭୟଙ୍କ କେଳେଙ୍କାରୀ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ କମିଶନରେଟ ପୁଲିସ ପାଖରେ କିନ୍ତୁ କିଛି ନାହିଁ। ଘଟଣାର ପ୍ରଥମ ଦିନରୁ ପୁଲିସର ଭୂମିକା ସନ୍ଦେହ ଘେରରେ ଥିବା ବେଳେ ଏବେ ବି ପୁଲିସ ଯଥାସମ୍ଭବ ଏହାକୁ ଚାପିବାରେ ସକ୍ଷମ ହୋଇଛି। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିନ୍ତୁ କିପରି ତଦନ୍ତ କରାଯାଏ ସେ ପାଠ ପଢ଼େଇଦେଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/ED-1.jpg)