Advertisment

ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ପୂଜକମାନଙ୍କ ଧାରଣା

କଟକ: ମନ୍ଦିର ଛାଡି ରାସ୍ତାରେ ଧାରଣା ଦେଲେ ପୂଜକ ସମାଜ। କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ଆଗରେ ଏଠାକାର ପୂଜକମାନେ ଧାରଣା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ ନିମନ୍ତେ ଛଡ଼ା ଯାଉ ନ ଥିବାରୁ ଏହାର ପ୍ରତିବାଦରେ ପୂଜକମାନେ ଧାରଣାକୁ ଓହ୍ଲାଇଥିବା କହିଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe