Advertisment

ଶଙ୍ଖ ଭିତରେ ଶଙ୍ଖ!

ଧାମନଗର ନିର୍ବାଚନ ସୃଷ୍ଟି କଲା ଅନେକ ଚର୍ଚ୍ଚା ଏବଂ ସମୀକରଣ। ଯେଉଁଭଳି ଭାବେ ବିଜେଡି ଦଳର ବଡ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଟିକେଟ୍ କଟିଲା ତାହାକୁ ନେଇ ଏକ ନୂଆ କଥା ଚର୍ଚ୍ଚା ଜୋର ଧରିଛି। ଆଗକୁ କଣ ଏସଏଚଜିମାନେ ବିଜେଡିର ମଙ୍ଗ ଧରିବେ? ରାଜେନ୍ଦ୍ର ଦାସଙ୍କ ଟିକେଟ୍ କାଟି ଦଳ ଏହାର ସଙ୍କେତ ଦେଲା କି ବୋଲି ଚର୍ଚ୍ଚା ହେଉଛି।

author-image
Debendra Prusty
ଶଙ୍ଖ ଭିତରେ ଶଙ୍ଖ!

bjd

ଧାମନଗର ନିର୍ବାଚନ ସୃଷ୍ଟି କଲା ଅନେକ ଚର୍ଚ୍ଚା ଏବଂ ସମୀକରଣ। ଯେଉଁଭଳି ଭାବେ ବିଜେଡି ଦଳର ବଡ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଟିକେଟ୍ କଟିଲା ତାହାକୁ ନେଇ ଏକ ନୂଆ କଥା ଚର୍ଚ୍ଚା ଜୋର ଧରିଛି। ଆଗକୁ କଣ ଏସଏଚଜିମାନେ ବିଜେଡିର ମଙ୍ଗ ଧରିବେ? ରାଜେନ୍ଦ୍ର ଦାସଙ୍କ ଟିକେଟ୍ କାଟି ଦଳ ଏହାର ସଙ୍କେତ ଦେଲା କି ବୋଲି ଚର୍ଚ୍ଚା ହେଉଛି।

Advertisment

Bjd Women Shg Women Odisha Politics