Advertisment

ବିଜୁ ସେତୁକୁ ଦୂରୁ ଜୁହାର!

ଅଧା ଖଣ୍ଡିଆ ବିଜୁ ସେତୁରୁ ଖସି ପଡିଲେ, ଉଡ଼ିଯିବ ପ୍ରାଣବାୟୁ। ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଛି ନା କମୁଛି? ଶିଡ଼ି ଲଗାଇ ସେତୁ ଚଢ଼ୁଛନ୍ତି ଲୋକେ, ଦୁର୍ଘଟଣା ଘଟିଲେ କିଏ ହେବ ଦାୟୀ? ସରକାରଙ୍କ ଯୋଜନା କାମରେ ନ ଆସିଲେ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ।

author-image
Debendra Prusty
ବିଜୁ ସେତୁକୁ ଦୂରୁ ଜୁହାର!

biju setu

ଅଧା ଖଣ୍ଡିଆ ବିଜୁ ସେତୁରୁ ଖସି ପଡିଲେ, ଉଡ଼ିଯିବ ପ୍ରାଣବାୟୁ। ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଛି ନା କମୁଛି? ଶିଡ଼ି ଲଗାଇ ସେତୁ ଚଢ଼ୁଛନ୍ତି ଲୋକେ, ଦୁର୍ଘଟଣା ଘଟିଲେ କିଏ ହେବ ଦାୟୀ? ସରକାରଙ୍କ ଯୋଜନା କାମରେ ନ ଆସିଲେ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିବା ସ୍ୱାଭାବିକ।

Advertisment

Odisha Reporter Biju Bridge Biju Setu