/odisha-reporter/media/post_attachments/uploads/2021/11/maxresdefault.jpg)
maxresdefault
ବିଜେଡି ବନାମ ବିଜେଡି। ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ!। ପଂଚାୟତ ନିର୍ବାଚନ ପୂର୍ବରୁ ବଢ଼ୁଛି ଫାଟ?ନେତାଙ୍କ ମଧ୍ୟରେ ଦେଖାଦେଲାଣି କି ବିବାଦ? ଏ ହେଉଛି କନ୍ଧମାଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଦୃଶ୍ୟ। ଗତ ୩୦ ତାରିଖରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ଗୋଷ୍ଠୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
