Advertisment

ବିଜେଡି ଲଢୁଛି ବିଜେଡି ସହ

ବିଜେଡି ବନାମ ବିଜେଡି। ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ!। ପଂଚାୟତ ନିର୍ବାଚନ ପୂର୍ବରୁ ବଢ଼ୁଛି ଫାଟ?ନେତାଙ୍କ ମଧ୍ୟରେ ଦେଖାଦେଲାଣି କି ବିବାଦ? ଏ ହେଉଛି କନ୍ଧମାଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଦୃଶ୍ୟ। ଗତ ୩୦ ତାରିଖରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ଗୋଷ୍ଠୀ।

ବିଜେଡି ଲଢୁଛି ବିଜେଡି ସହ

maxresdefault

Advertisment

ବିଜେଡି ବନାମ ବିଜେଡି। ଦଳରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ!। ପଂଚାୟତ ନିର୍ବାଚନ ପୂର୍ବରୁ ବଢ଼ୁଛି ଫାଟ?ନେତାଙ୍କ ମଧ୍ୟରେ ଦେଖାଦେଲାଣି କି ବିବାଦ? ଏ ହେଉଛି କନ୍ଧମାଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଦୃଶ୍ୟ। ଗତ ୩୦ ତାରିଖରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ଗୋଷ୍ଠୀ।

Advertisment

Odisha Reporter BjD Mamita Meher Murder Case Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe