/odisha-reporter/media/post_attachments/uploads/2022/11/bariha.jpg)
bariha
ବରିହା ପରିବାରରେ ଆରମ୍ଭ ହେଲାଣି ଟିକେଟ କଳି। ପ୍ରଥମେ ବିଜୟରଞ୍ଜନ ସିଂହ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ସିଂହ ବରିହା ଦାବି କରିଥିଲେ ଟିକେଟ୍ ପାଇଁ। ଆଉ ଏହାପରେ ତାଙ୍କ ପରିବାରରୁ ବାହାରିଲେଣି ଅନ୍ୟ ଆଶାୟୀ। ବିଜୟରଞ୍ଜନଙ୍କ ପୁତୁରା କୁନାଲ ସିଂହ ବରିହାଙ୍କ ସ୍ତ୍ରୀ ମାଧବୀ ସିଂହ ବରିହା ବର୍ତ୍ତମାନ ଗଣମାଧ୍ୟମ ଆଗକୁ ଆସି ସିଧାସଳଖ ଟିକେଟ୍ ଦାବି କଲେଣି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
