କିଏ କହୁଛି ସତ ?

ମମିତାଙ୍କ ରାୟପୁର ଗସ୍ତ ନେଇ ଦ୍ୱନ୍ଦ୍ୱ , ରାୟପୁର ମନ୍ତ୍ରୀଙ୍କ ବାସଭବନ ଯିବା ନେଇ ସ୍ପଷ୍ଟ କରିଥିଲେ ବିରୋଧୀ, ମମିତାଙ୍କ ବାପା କହିଛନ୍ତି କି, ଝିଅ ଗୋବିନ୍ଦ ସାହୁ ସହିତ ଯାଇ ନଥିଲା, ତାହେଲେ ମମିତା କଣ ଏକା ଯାଇଥିଲେ କି ? ମମିତା ରାୟପୁର ଯାଇଛନ୍ତି କି ନାହିଁ ? ମମିତାଙ୍କ ପରିବାର ଶାସକ ଦଳର ଚାପରେ ନାହାନ୍ତି ତ ?