ଦୁଇ ଭାଇଙ୍କ ଡବଲ ମନ

ଦ୍ୱନ୍ଦ୍ୱରେ ଅଛନ୍ତି କି ବିଶ୍ୱାଳ ବ୍ରଦର୍ସ। ଯେଉଁ କଂଗ୍ରେସ ପ୍ରତିଷ୍ଠା ଦେଲା ତାହା ପୁଣି ଅଡୁଆ ସାଜିଲା। ଯିବେ ଯିବେ ହେଉଛନ୍ତି କେବେ ଯିବେ କହୁ ନାହାଁନ୍ତି।