ହାତ ଟେକି ଦେଲା କଂଗ୍ରେସ !

କଂଗ୍ରେସ ଗଡ଼ରେ କଂଗ୍ରେସ ଅସହାୟ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବ୍ୟାକଫୁଟରେ କଂଗ୍ରେସ । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାତ ଟେକି ଦେଲା କଂଗ୍ରେସ । ନିର୍ବାଚନ ମୈଦାନରେ ନାହାନ୍ତି କଂଗ୍ରେସ ପ୍ରାର୍ଥୀ । ପିସିସି ସଭାପତି ଦାୟୀ ନା ଭିତିରିଆ ସଲାସୁତୁରା ?