‘ନବୀନ ବାବୁ ବହୁତ ଭଲ ଲୋକ’

ନବୀନ ବାବୁ ଆପଣ ଜଣେ ଭଦ୍ରଲୋକ, ଆପଣ ଦୁର୍ନୀତି କରି ନାହାନ୍ତି, କିନ୍ତୁ ଆପଣ ବନ୍ୟା ସମୟରେ ଲୋକଙ୍କ ପାଖରେ ଛିଡା ହେଉ ନାହାନ୍ତି,ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚି ପାରୁନି: କଂଗ୍ରେସ ବିଧାୟକ ସୁର ରାଉତରାୟ ।