Advertisment

ଭାଣ୍ଡିଆ ହେଲା କଂଗ୍ରେସ

ଦ୍ରୌପଦୀଙ୍କ ପାଇଁ ଓଡିଶାରେ ଏକ ହୋଇ ଲଢିଲା ବିଜେପି ଓ ବିଜେଡି। ଓଡିଆ ଝିଅ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ସେଥିପାଇଁ ଦୁଇ ଦଳ ଏକ ହୋଇଗଲେ। ଏମିତି ବି ଦେଖିବାକୁ ଗଲେ ମୋଟ ବିଧାନସଭା ସିଟର ସିଂହ ଭାଗ ବିଜେଡି ହାତରେ ଥାଇ ବି ଦଳ ଆଖିବୁଜା ସମର୍ଥନ ଦେଲା। ହେଲେ କଂଗ୍ରେସ ନିଜ ଦଳରେ ସୀମିତ ରହିଲା।

ଅଦ୍ୟତନ ହୋଇଛି
ଭାଣ୍ଡିଆ ହେଲା କଂଗ୍ରେସ

bhandia

Advertisment

ଦ୍ରୌପଦୀଙ୍କ ପାଇଁ ଓଡିଶାରେ ଏକ ହୋଇ ଲଢିଲା ବିଜେପି ଓ ବିଜେଡି। ଓଡିଆ ଝିଅ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ସେଥିପାଇଁ ଦୁଇ ଦଳ ଏକ ହୋଇଗଲେ। ଏମିତି ବି ଦେଖିବାକୁ ଗଲେ ମୋଟ ବିଧାନସଭା ସିଟର ସିଂହ ଭାଗ ବିଜେଡି ହାତରେ ଥାଇ ବି ଦଳ ଆଖିବୁଜା ସମର୍ଥନ ଦେଲା। ହେଲେ କଂଗ୍ରେସ ନିଜ ଦଳରେ ସୀମିତ ରହିଲା।

Advertisment

Congress Vote India President Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe