ମୋକିମ୍ ନା ମୀର ଜାଫର !

ମାଟିର ପୁଅ ପାଲଟିବା ଚକ୍କରରେ ମୀର ଜାଫର ହୋଇଗଲେ କି ମହମ୍ମଦ ମୋକିମ୍? ଯେଉଁ ପାର୍ଟିରୁ ଭୋଟ ପାଇଲେ ସେହି ଦଳ ବିରୋଧରେ ଭୋଟ ଦେଲେ। କ’ଣ ସଭାପତି ନହେବାରୁ ମନଉଣା କଲେ କି ମୋକିମ୍? ଦେଖନ୍ତୁ ରିପୋର୍ଟ।