ଦେଶ news ଦିଲ୍ଲୀରେ ଦମ ଦେଖାଇଲା କଂଗ୍ରେସ ୯ଟି ରାଜ୍ୟ ପରେ ଶନିବାର ଭାରତ ଜୋଡ଼ୋ ଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା। ରାହୁଲ ଗାନ୍ଧିଙ୍କ ଏହି ଯାତ୍ରାରେ ତମାମ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ସୋନିଆ ଏବଂ ପ୍ରିୟଙ୍ଗା ଗାନ୍ଧି ସାମିଲ ହୋଇଥିଲେ। ରାହୁଲଙ୍କ ଭିଣୋଇ ରୋବର୍ଟ ଭଦ୍ର ମଧ୍ୟ ଏମାନଙ୍କ ସହ ଚାଲିଥିଲେ। Debendra Prusty 26 Dec 2022 10:41 IST congress୯ଟି ରାଜ୍ୟ ପରେ ଶନିବାର ଭାରତ ଜୋଡ଼ୋ ଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା। ରାହୁଲ ଗାନ୍ଧିଙ୍କ ଏହି ଯାତ୍ରାରେ ତମାମ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ସୋନିଆ ଏବଂ ପ୍ରିୟଙ୍ଗା ଗାନ୍ଧି ସାମିଲ ହୋଇଥିଲେ। ରାହୁଲଙ୍କ ଭିଣୋଇ ରୋବର୍ଟ ଭଦ୍ର ମଧ୍ୟ ଏମାନଙ୍କ ସହ ଚାଲିଥିଲେ।Advertisment Congress Rahul Gandhi Sonia Gandhi Bharat Jodo Yatra Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ