Advertisment

ଦିଲ୍ଲୀରେ ଦମ ଦେଖାଇଲା କଂଗ୍ରେସ

୯ଟି ରାଜ୍ୟ ପରେ ଶନିବାର ଭାରତ ଜୋଡ଼ୋ ଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା। ରାହୁଲ ଗାନ୍ଧିଙ୍କ ଏହି ଯାତ୍ରାରେ ତମାମ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ସୋନିଆ ଏବଂ ପ୍ରିୟଙ୍ଗା ଗାନ୍ଧି ସାମିଲ ହୋଇଥିଲେ। ରାହୁଲଙ୍କ ଭିଣୋଇ ରୋବର୍ଟ ଭଦ୍ର ମଧ୍ୟ ଏମାନଙ୍କ ସହ ଚାଲିଥିଲେ।

ଦିଲ୍ଲୀରେ ଦମ ଦେଖାଇଲା କଂଗ୍ରେସ

congress

Advertisment

୯ଟି ରାଜ୍ୟ ପରେ ଶନିବାର ଭାରତ ଜୋଡ଼ୋ ଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା। ରାହୁଲ ଗାନ୍ଧିଙ୍କ ଏହି ଯାତ୍ରାରେ ତମାମ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ସୋନିଆ ଏବଂ ପ୍ରିୟଙ୍ଗା ଗାନ୍ଧି ସାମିଲ ହୋଇଥିଲେ। ରାହୁଲଙ୍କ ଭିଣୋଇ ରୋବର୍ଟ ଭଦ୍ର ମଧ୍ୟ ଏମାନଙ୍କ ସହ ଚାଲିଥିଲେ।

Advertisment

Congress Rahul Gandhi Sonia Gandhi Bharat Jodo Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe