/odisha-reporter/media/post_attachments/uploads/2022/12/suro.jpg)
sura
ପଦ୍ମପୁରରେ କଂଗ୍ରେସ ତିନି ନମ୍ବରରେ ରହିବ । ବିଜେଡ଼ି ଓ ବିଜେପି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିପାଇଁ ବିଜେଡି ଏକ ନମ୍ବର, ବିଜେପି ଦୁଇ ନମ୍ବର । କଂଗ୍ରେସ ପ୍ରାର୍ଥୀ ବହୁତ କମ ଟଙ୍କା ଖର୍ଚ୍ଚ କରିଛନ୍ତି । ଆମ ପ୍ରାର୍ଥୀ ଧନୀ କିନ୍ତୁ ପଇସା ଛାଡିଲେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
