Advertisment

କଂଗ୍ରେସ ଭୋଟ ନବ ଯିଏ, ନିର୍ବାଚନ ଜିତିବ ସିଏ!

କଂଗ୍ରେସ ଭୋଟ ଯାହାର, ବିଜୟ ତା’ର। ଏଭଳି ନାରା ପଦମପୁରରେ ଚାଲିଛି। ନିଜ ପକେଟ ଭୋଟକୁ ବାନ୍ଧି ରଖିପାରିବ ତ ଦଳ? ଦଳ ପାଖରେ ନାହିଁ ସମ୍ବଳ। ସମ୍ବଳ ଦେଲେ ଜିତି ଦେଖାଇବି ବୋଲି କହିଥିଲେ ନେତା। ଏବେ କଣ କରିବ ଦଳ? ସମ୍ବଳ ଦେବ ନା କାହା ସହିତ ସେଟିଂ କରିବ?

କଂଗ୍ରେସ ଭୋଟ ନବ ଯିଏ, ନିର୍ବାଚନ ଜିତିବ ସିଏ!

congress

Advertisment

କଂଗ୍ରେସ ଭୋଟ ଯାହାର, ବିଜୟ ତା’ର। ଏଭଳି ନାରା ପଦମପୁରରେ ଚାଲିଛି। ନିଜ ପକେଟ ଭୋଟକୁ ବାନ୍ଧି ରଖିପାରିବ ତ ଦଳ? ଦଳ ପାଖରେ ନାହିଁ ସମ୍ବଳ। ସମ୍ବଳ ଦେଲେ ଜିତି ଦେଖାଇବି ବୋଲି କହିଥିଲେ ନେତା। ଏବେ କଣ କରିବ ଦଳ? ସମ୍ବଳ ଦେବ ନା କାହା ସହିତ ସେଟିଂ କରିବ?

Advertisment

Congress Vote Satyabhusan Sahu Padmapur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe