Advertisment

‘ପଦ୍ମପୁରରେ କଂଗ୍ରେସ ଥାର୍ଡ’

ପଦ୍ମପୁରରେ କଂଗ୍ରେସ ତିନି ନମ୍ବରରେ ରହିବ। ବିଜେଡ଼ି ଓ ବିଜେପି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିପାଇଁ ବିଜେଡି ଏକ ନମ୍ବର, ବିଜେପି ଦୁଇ ନମ୍ବର। କଂଗ୍ରେସ ପ୍ରାର୍ଥୀ ବହୁତ କମ ଟଙ୍କା ଖର୍ଚ୍ଚ କରିଛନ୍ତି। ଆମ ପ୍ରାର୍ଥୀ ଧନୀ କିନ୍ତୁ ପଇସା ଛାଡ଼ିଲେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

author-image
Debendra Prusty
‘ପଦ୍ମପୁରରେ କଂଗ୍ରେସ ଥାର୍ଡ’

sura routray

ପଦ୍ମପୁରରେ କଂଗ୍ରେସ ତିନି ନମ୍ବରରେ ରହିବ। ବିଜେଡ଼ି ଓ ବିଜେପି ପ୍ରଚୁର ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିପାଇଁ ବିଜେଡି ଏକ ନମ୍ବର, ବିଜେପି ଦୁଇ ନମ୍ବର। କଂଗ୍ରେସ ପ୍ରାର୍ଥୀ ବହୁତ କମ ଟଙ୍କା ଖର୍ଚ୍ଚ କରିଛନ୍ତି। ଆମ ପ୍ରାର୍ଥୀ ଧନୀ କିନ୍ତୁ ପଇସା ଛାଡ଼ିଲେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

Advertisment

Padmapur Congress Sura Routray