/odisha-reporter/media/post_attachments/uploads/2022/12/medical-college.jpg)
medical college
୨୦୧୭ ମସିହା ସେପଟେମ୍ବର ମାସର ପ୍ରଥମ ସପ୍ତାହ। ରାଜ୍ୟରେ ପୂର୍ବରୁ କେବଳ ୩ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ଦୁଇ ଦିନ ବ୍ୟବଧାନରେ ଖୋଲିଲା କୋରାପୁଟ ଓ ବାରିପଦାରେ ଦୁଇଟି ମେଡିକାଲ କଲେଜ। ୨୦୧୭ ସେପଟେମ୍ବର ୫ ତାରିଖରେ କୋରାପୁଟରେ ୧୨୫-ଏମବିବିଏସ ସିଟ ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଏହାଥିଲା ରାଜ୍ୟର ଚତୁର୍ଥ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ। ସେବେଠାରୁ ଏ ଦୁଇ କଲେଜ ଠିକା କର୍ମଚାରୀଙ୍କ ସହାୟତାରେ ଚାଲିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
