Advertisment

'ଶାହାରୁଖ୍‌ ବିଜେପିରେ ମିଶନ୍ତୁ ଡ୍ରଗ୍ସ ହେବ ଚିନି'

ଡ୍ରଗ୍ସ ମାମଲାରେ କିଙ୍ଗ ଖାନ୍‌ଙ୍କ ପୁଅ ଜେଲରେ ଅଛନ୍ତି । ପୁଅ ଜେଲ ଯିବା ପରେ ଶାରୁଖାନ୍‌ଙ୍କୁ ଯେମିତି ଶନି ଦଶା ପିଛା ଛାଡୁନି । ହାତରୁ ଚାଲି ଯାଉଛି ବଡ ବଡ ଅଫର । ଏ ଯାଏଁ ମଧ୍ୟ ପୁଅକୁ ବେଲ ମିଳି ପାରୁନି । ଯାହାକୁ ନେଇ ଚିନ୍ତାରେ ଶାରୁଖ୍‌ । କିନ୍ତୁ ଡ୍ରଗ୍ସକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ, ଶାହାରୁଖ ଖାନ ଏବଂ ବିଜେପିକୁ ନେଇ […]

ଅଦ୍ୟତନ ହୋଇଛି
'ଶାହାରୁଖ୍‌ ବିଜେପିରେ ମିଶନ୍ତୁ ଡ୍ରଗ୍ସ ହେବ ଚିନି'

maxresdefault (19) (1)

Advertisment

ଡ୍ରଗ୍ସ ମାମଲାରେ କିଙ୍ଗ ଖାନ୍‌ଙ୍କ ପୁଅ ଜେଲରେ ଅଛନ୍ତି । ପୁଅ ଜେଲ ଯିବା ପରେ ଶାରୁଖାନ୍‌ଙ୍କୁ ଯେମିତି ଶନି ଦଶା ପିଛା ଛାଡୁନି । ହାତରୁ ଚାଲି ଯାଉଛି ବଡ ବଡ ଅଫର । ଏ ଯାଏଁ ମଧ୍ୟ ପୁଅକୁ ବେଲ ମିଳି ପାରୁନି । ଯାହାକୁ ନେଇ ଚିନ୍ତାରେ ଶାରୁଖ୍‌ । କିନ୍ତୁ ଡ୍ରଗ୍ସକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ, ଶାହାରୁଖ ଖାନ ଏବଂ ବିଜେପିକୁ ନେଇ କହିଛନ୍ତି ଯେ ଯଦି ଶାହାରୁଖ ଖାନ ବିଜେପିରେ ଯୋଗ ଦିଅନ୍ତି ତେବେ ‘ଡ୍ରଗ୍ସ ଚିନିରେ ପରିଣତ ହେବ’।

Advertisment

Odisha Odisha Reporter Bollywood Drug Case Ariyan Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe