Advertisment

ଅହଂକାରୀ ଥିଲୁ, ପ୍ରାୟଶ୍ଚିତ କଲୁ

ବିଜେଡିର ପ୍ରତିଷ୍ଠା ଦିବସରେ ସୌମ୍ୟଙ୍କ ତେରଛା ବାଣ। କାହାକୁ ଟାର୍ଗେଟ କରି ଅହଂକାରୀ କହିଲେ କି ସୌମ୍ୟ? ସୌମ୍ୟଙ୍କ ଟାର୍ଗେଟ ସାଂଗଠନିକ ସଂପାଦକ ବବି ନୁହଁ ତ? ଧାମନଗର, ପଦ୍ମପୁର ଉପନିର୍ବାଚନ ଆଳରେ ମାରିଦେଲେ ବାଣ।

author-image
Debendra Prusty
ଅହଂକାରୀ ଥିଲୁ, ପ୍ରାୟଶ୍ଚିତ କଲୁ

soumya

ବିଜେଡିର ପ୍ରତିଷ୍ଠା ଦିବସରେ ସୌମ୍ୟଙ୍କ ତେରଛା ବାଣ। କାହାକୁ ଟାର୍ଗେଟ କରି ଅହଂକାରୀ କହିଲେ କି ସୌମ୍ୟ? ସୌମ୍ୟଙ୍କ ଟାର୍ଗେଟ ସାଂଗଠନିକ ସଂପାଦକ ବବି ନୁହଁ ତ? ଧାମନଗର, ପଦ୍ମପୁର ଉପନିର୍ବାଚନ ଆଳରେ ମାରିଦେଲେ ବାଣ।

Advertisment

BjD Soumya Patnaik Bobby Das