Advertisment

ଗନ୍ଧ ହେବାରୁ ଜାଣିଲେ, ସ୍ୱାମୀ ଆଉ ନାହାଁନ୍ତି

୪ ଦିନ ହେଲା ସ୍ୱାମୀଙ୍କୁ ଡାକୁଛି, ସେ ଶୁଣୁନାହାନ୍ତି। ସବୁଦିନ ଶୁଣନ୍ତି, ହେଲେ ଗଲା ୪ ଦିନ ହେଲା କାହିଁକି ଯେ ଶୁଣୁନାହାନ୍ତି? ହେଲେ କେମିତି ଗୋଟେ ଗନ୍ଧ ହେଉଛି, ଏମିତି ଗନ୍ଧ ତ କେବେ ହୁଏନି! ଇଏ ହେଉଛନ୍ତି ସେହି ସ୍ତ୍ରୀ, ଯାହାଙ୍କୁ ବାର୍ଦ୍ଧକ୍ୟ ବେଡ଼ି ବାନ୍ଧି ଅସହାୟ କରି ରଖିଛି, ଆଉ ରୋଗ ଦେହକୁ ଦୁର୍ବଳ କରିଦେଇଛି।

ଗନ୍ଧ ହେବାରୁ ଜାଣିଲେ, ସ୍ୱାମୀ ଆଉ ନାହାଁନ୍ତି

death

Advertisment

୪ ଦିନ ହେଲା ସ୍ୱାମୀଙ୍କୁ ଡାକୁଛି, ସେ ଶୁଣୁନାହାନ୍ତି। ସବୁଦିନ ଶୁଣନ୍ତି, ହେଲେ ଗଲା ୪ ଦିନ ହେଲା କାହିଁକି ଯେ ଶୁଣୁନାହାନ୍ତି? ହେଲେ କେମିତି ଗୋଟେ ଗନ୍ଧ ହେଉଛି, ଏମିତି ଗନ୍ଧ ତ କେବେ ହୁଏନି! ଇଏ ହେଉଛନ୍ତି ସେହି ସ୍ତ୍ରୀ, ଯାହାଙ୍କୁ ବାର୍ଦ୍ଧକ୍ୟ ବେଡ଼ି ବାନ୍ଧି ଅସହାୟ କରି ରଖିଛି, ଆଉ ରୋଗ ଦେହକୁ ଦୁର୍ବଳ କରିଦେଇଛି।

Advertisment

Old Age And Helplessness Lonely Couple Husband Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe