Advertisment

ଦେଶ ଭାସିଗଲେ ଢ଼ୋ!

ଲାଗୁଥିଲା ସ୍ଥିତି ସୁଧୁରିବ, ହେଲେ ଶ୍ରୀଲଙ୍କାର ଭାଗ୍ୟ ଏତେ ଖରାପ ଯେ ସ୍ଥିତି ସୁଧାରିବା ବଦଳରେ ଆହୁରି ବତ୍ତର ହେବାରେ ଲାଗିଛି। ରାନିଲ୍ ଗୋ ବ୍ୟାକ୍ ନାରା ଦେଉଥିବା ଶ୍ରୀଲଙ୍କା ଜନତାଙ୍କୁ ମିଳିଛି ଶକ୍ତ ଧକ୍କା। ଭାବିଥିଲେ ନୂଆ ରାଷ୍ଟ୍ରପତି ହେଲେ ରାନିଲ୍ ପ୍ରଧାନମନ୍ତ୍ରୀ ଆସନରୁ ହଟିବେ, ନୂଆ ସରକାର ଆସିବ, ସୁଶାସନ ହେବ, ଦେଶର ସ୍ଥିତି ସୁଧୁରିବ। ହେଲେ ଯାହାଙ୍କୁ ହଟାଇବାକୁ ଚାହୁଁଥିଲେ, ସିଏ ହିଁ ରାଷ୍ଟ୍ରପତି ହୋଇଗଲେ।

ଦେଶ ଭାସିଗଲେ ଢ଼ୋ!

desha

Srilanka Politics Srilanka President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe