Advertisment

ବାପା ମା' ଶୋଇଥିଲେ, ତଳେ ବହୁଥିଲା ରକ୍ତ ନଦୀ

ରାତି ପ୍ରାୟ ୧୨ଟା। ଶୀତରାତିକୁ ଘରେ କବାଟ ଲାଗିନି। ସେଥିପାଇଁ ବାପା ମା’ ଦୁହେଁ ବାହାରେ ଏକ ଖଟିଆ ପକାଇ ଶୋଇଥାନ୍ତି। ଆଉ ଝିଅ ଘର ଭିତରେ ଶୋଇଥାଏ। ଖାଇପିଇ ନିଶ୍ଚିନ୍ତରେ ନିଦ ଲାଗିଯାଇଥାଏ। ହଠାତ ଜୋରରେ କିଛି ଶବ୍ଦ ହେଲା। ଝିଅର ନିଦ ଭାଙ୍ଗିଗଲା। ବାହାରେ ଦୌଡ଼ି ଯାଇ ଦେଖେ ତ ବାହାରେ କିଛି ନାହିଁ। ସବୁ କିଛି ଶାନ୍ତ। ବାପା ମା’ କମ୍ବଳ ଘୋଡ଼େଇ ହୋଇ ଶୋଇଛନ୍ତି। କିନ୍ତୁ ତଳକୁ ନଜର ପଡ଼ିଲା ବେଳକୁ […]

author-image
Debendra Prusty
ବାପା ମା' ଶୋଇଥିଲେ, ତଳେ ବହୁଥିଲା ରକ୍ତ ନଦୀ

double murder

ରାତି ପ୍ରାୟ ୧୨ଟା। ଶୀତରାତିକୁ ଘରେ କବାଟ ଲାଗିନି। ସେଥିପାଇଁ ବାପା ମା' ଦୁହେଁ ବାହାରେ ଏକ ଖଟିଆ ପକାଇ ଶୋଇଥାନ୍ତି। ଆଉ ଝିଅ ଘର ଭିତରେ ଶୋଇଥାଏ। ଖାଇପିଇ ନିଶ୍ଚିନ୍ତରେ ନିଦ ଲାଗିଯାଇଥାଏ। ହଠାତ ଜୋରରେ କିଛି ଶବ୍ଦ ହେଲା। ଝିଅର ନିଦ ଭାଙ୍ଗିଗଲା। ବାହାରେ ଦୌଡ଼ି ଯାଇ ଦେଖେ ତ ବାହାରେ କିଛି ନାହିଁ। ସବୁ କିଛି ଶାନ୍ତ। ବାପା ମା' କମ୍ବଳ ଘୋଡ଼େଇ ହୋଇ ଶୋଇଛନ୍ତି। କିନ୍ତୁ ତଳକୁ ନଜର ପଡ଼ିଲା ବେଳକୁ ଝିଅର ଛାତି କମ୍ପି ଉଠିଲା।

Advertisment

Odisha Reporter Double Murder Couple Murdered