ଅଦ୍ୟତନ ହୋଇଛି
Advertisment
ରାଜ୍ୟ ସରକାରମାନଙ୍କ ସହ ମିଟିଂ ପରେ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି। ବୁଷ୍ଟର ଡୋଜ୍ ନେବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ। ଆଗକୁ ଉତ୍ସବ ସମୟ ଥିବାରୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ପାଇଁ ପରାମର୍ଶ। ଗହଳି ଏଡ଼ାଇବା ଏବଂ ଗହଳି ଜାଗାରେ ମାସ୍କ ପରିଧାନ ନିଶ୍ଚିତ କରିବାକୁ କୁହାଗଲା। ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ସଚିବ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/12/corona-4-e1671801636235.jpg)