Advertisment

ପରୀକ୍ଷା ଖାତାରେ ଗୁଆଘିଅ

ନବମ ଶ୍ରେଣୀର ଇତିହାସ ପ୍ରଶ୍ନୋତର ଖାତା। ପ୍ରଶ୍ନ ରହିଛି ଭାରତକୁ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ। ଆଉ ଏହି ପ୍ରଶ୍ନର ଉତ୍ତର ଦେଖିବା ଆଗରୁ ସତର୍କ ହୋଇ ଯାଆନ୍ତୁ। ଗୋଟିଏ ଲାଇନ ପରଠୁ କଣ ଲେଖା ହୋଇଛି ତାହା ଆମେ ଆପଣଙ୍କୁ ପୁରା ଗ୍ରାଫିକ୍ସ ମାଧ୍ୟମରେ ଦେଖାଇ ଦେଉଛୁ।

ପରୀକ୍ଷା ଖାତାରେ ଗୁଆଘିଅ

answer sheet

Advertisment

ନବମ ଶ୍ରେଣୀର ଇତିହାସ ପ୍ରଶ୍ନୋତର ଖାତା। ପ୍ରଶ୍ନ ରହିଛି ଭାରତକୁ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର କୁହାଯାଏ। ଆଉ ଏହି ପ୍ରଶ୍ନର ଉତ୍ତର ଦେଖିବା ଆଗରୁ ସତର୍କ ହୋଇ ଯାଆନ୍ତୁ। ଗୋଟିଏ ଲାଇନ ପରଠୁ କଣ ଲେଖା ହୋଇଛି ତାହା ଆମେ ଆପଣଙ୍କୁ ପୁରା ଗ୍ରାଫିକ୍ସ ମାଧ୍ୟମରେ ଦେଖାଇ ଦେଉଛୁ।

Advertisment

Odisha School Exam Secularism Essay And Cow Ghee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe