ଦେଶ news ବିବନକୁ ପାତାଳରୁ ବାହାର କଲୁ ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଘଟଣାର ୨୨ ବର୍ଷ ପରେ ପୁନେରୁ ତାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ୍। ବିବନ ବିଶ୍ୱାଳର ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ। Pujarani Nayak 22 Feb 2021 15:39 IST ଅଦ୍ୟତନ ହୋଇଛି 01 Mar 2021 15:20 IST cpବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଘଟଣାର ୨୨ ବର୍ଷ ପରେ ପୁନେରୁ ତାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ୍। ବିବନ ବିଶ୍ୱାଳର ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ।Advertisment Odisha Anjana Mishra Gang Rape Case Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ