ଅଦ୍ୟତନ ହୋଇଛି
cp
Advertisment
ବହୁ ଚର୍ଚ୍ଚିତ ୧୯୯୯ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଶେଷରେ ବନ୍ଧା ହେଲା । ଘଟଣାର ୨୨ ବର୍ଷ ପରେ ପୁନେରୁ ତାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୁଲିସ୍। ବିବନ ବିଶ୍ୱାଳର ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/cp-1.jpg)