Advertisment

କିମିଆ କଲେ ସୁର ଭାଇ

କୁହାଯାଏ ରାଜନୀତିରେ କେହି ଚିର ଶତ୍ରୁ ନୁହେଁ କି ମିତ୍ର। ହେଲେ ଆଜି ଦିନରେ ଓଡ଼ିଶା ରାଜନୀତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ କ୍ରେଜ ପାଖରେ ବଡ଼ ବଡ଼ ସେଲିବ୍ରିଟି ବି ଫିକ୍କା ପଡ଼ିଯିବେ। ଆଉ ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ସୁରଭାଇ। କଂଗ୍ରେସର ଭେଟେରାନ୍ ଲିଡର ସୁର ଭାଇଙ୍କ ଅନଦାଜ୍ ଦେଖି ବିଜେଡି ନେତା ବି ତାଙ୍କ ଫ୍ୟାନ୍ ସାଜି ଯାଇଛନ୍ତି।

author-image
Debendra Prusty
କିମିଆ କଲେ ସୁର ଭାଇ

sura

କୁହାଯାଏ ରାଜନୀତିରେ କେହି ଚିର ଶତ୍ରୁ ନୁହେଁ କି ମିତ୍ର। ହେଲେ ଆଜି ଦିନରେ ଓଡ଼ିଶା ରାଜନୀତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ କ୍ରେଜ ପାଖରେ ବଡ଼ ବଡ଼ ସେଲିବ୍ରିଟି ବି ଫିକ୍କା ପଡ଼ିଯିବେ। ଆଉ ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ସୁରଭାଇ। କଂଗ୍ରେସର ଭେଟେରାନ୍ ଲିଡର ସୁର ଭାଇଙ୍କ ଅନଦାଜ୍ ଦେଖି ବିଜେଡି ନେତା ବି ତାଙ୍କ ଫ୍ୟାନ୍ ସାଜି ଯାଇଛନ୍ତି।

Advertisment

Popular Sura Sura Routray Sura Craze