Advertisment

ଖସିଗଲେ ଚୋର, ତେଲ କାଢ଼ିଲେ ସରକାର

ବ୍ଲାକ୍ ରୋଜ୍ ଜାହାଜରୁ ଇନ୍ଧନ କାଢ଼ିବାରେ ଖର୍ଚ୍ଚ ହୋଇଛି ୧୭.୬୫ କୋଟି। ପାରାଦୀପ ପୋର୍ଟ ଟ୍ରଷ୍ଟ ଅର୍ଥରେ ଅର୍ଥାତ୍ ସରକାରୀ ଅର୍ଥରେ କଢ଼ାଯାଇଛି ଇନ୍ଧନ। ଫେରାର ଜାହାଜ ମାଲିକ ବା ଲୁହାପଥର କମ୍ପାନୀଠାରୁ ଆଦାୟ ହୋଇନି ଟଙ୍କା। ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ମାଲିକକୁ ଆଣିପାରିଲାନି କ୍ରାଇମ୍ ବ୍ରାଞ୍ଚ୍। ରାଜ୍ୟ ସରକାରଙ୍କ ଅସହଯୋଗରୁ ତଦନ୍ତରେ ତାଲା ପକାଇଲା ସିବିଆଇ।

author-image
Debendra Prusty
ଖସିଗଲେ ଚୋର, ତେଲ କାଢ଼ିଲେ ସରକାର

black rose

ବ୍ଲାକ୍ ରୋଜ୍ ଜାହାଜରୁ ଇନ୍ଧନ କାଢ଼ିବାରେ ଖର୍ଚ୍ଚ ହୋଇଛି ୧୭.୬୫ କୋଟି। ପାରାଦୀପ ପୋର୍ଟ ଟ୍ରଷ୍ଟ ଅର୍ଥରେ ଅର୍ଥାତ୍ ସରକାରୀ ଅର୍ଥରେ କଢ଼ାଯାଇଛି ଇନ୍ଧନ। ଫେରାର ଜାହାଜ ମାଲିକ ବା ଲୁହାପଥର କମ୍ପାନୀଠାରୁ ଆଦାୟ ହୋଇନି ଟଙ୍କା। ସିଙ୍ଗାପୁରର ପାକମାର ସିପିଙ୍ଗ କମ୍ପାନୀର ମାଲିକକୁ ଆଣିପାରିଲାନି କ୍ରାଇମ୍ ବ୍ରାଞ୍ଚ୍। ରାଜ୍ୟ ସରକାରଙ୍କ ଅସହଯୋଗରୁ ତଦନ୍ତରେ ତାଲା ପକାଇଲା ସିବିଆଇ।

Advertisment

CBI Paradip Port Oil Leak Black Rose Ship