Advertisment

ମନ୍ତ୍ରୀପୁଅଙ୍କ ଦାଦାଗିରି!

ଠିକା କାମକୁ ନେଇ ବିଜେଡି ଭିତରେ କଳି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରକଳି। ଦୀର୍ଘ ଦିନ ଧରି କୁହୁଳୁଥିବା ନିଆଁ ହୁତୁହୁତୁ ହୋଇ ଜଳି ଉଠିଛି। ମୁକ୍ତା ଯୋଜନାରେ ନିର୍ମିତ ହେବାକୁ ଥିବା ଆହାର କେନ୍ଦ୍ରର ରୋଷେଇ ଗୃହ ନିର୍ମାଣର ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ। NAC ଚେୟାରମ୍ୟାନ ସୀତା ବାରିକଙ୍କ ସମର୍ଥକ ଏବଂ ଭାଇସ ଚେୟାରମ୍ୟାନ ଉମାକାନ୍ତ ବେଶନଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା। ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ରିତା ସାହୁଙ୍କ ପୁଅ […]

ମନ୍ତ୍ରୀପୁଅଙ୍କ ଦାଦାଗିରି!

bjd

Advertisment

ଠିକା କାମକୁ ନେଇ ବିଜେଡି ଭିତରେ କଳି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରକଳି। ଦୀର୍ଘ ଦିନ ଧରି କୁହୁଳୁଥିବା ନିଆଁ ହୁତୁହୁତୁ ହୋଇ ଜଳି ଉଠିଛି। ମୁକ୍ତା ଯୋଜନାରେ ନିର୍ମିତ ହେବାକୁ ଥିବା ଆହାର କେନ୍ଦ୍ରର ରୋଷେଇ ଗୃହ ନିର୍ମାଣର ଠିକା କାମକୁ ନେଇ ଗୋଷ୍ଠୀ ସଂଘର୍ଷ। NAC ଚେୟାରମ୍ୟାନ ସୀତା ବାରିକଙ୍କ ସମର୍ଥକ ଏବଂ ଭାଇସ ଚେୟାରମ୍ୟାନ ଉମାକାନ୍ତ ବେଶନଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା। ଅଧ୍ୟକ୍ଷାଙ୍କୁ ମନ୍ତ୍ରୀ ରିତା ସାହୁଙ୍କ ପୁଅ ଦୁର୍ବ୍ୟବହାର କରିବା ଓ ଶାଢ଼ୀ ଚିରି ଆକ୍ରମଣ କରିଥିବା ଅଭିଯୋଗ। ଏହାସହ NAC ପିଅନଙ୍କୁ ହଠାତ ବାହାର ଅଞ୍ଚଳର ପିଲାମାନେ ଆକ୍ରମଣ କରିଥିଲେ।

Advertisment

Dadagiri Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe