/odisha-reporter/media/post_attachments/uploads/2022/06/jama-1.jpg)
jama
ସ୍କୁଲ କ୍ୟାମ୍ପସରୁ ବାହାରିଲେ ବେଳକୁ ବିପଦ। ଭାରି ପଡୁଛି ନିର୍ମାଣାଧୀନ ରାସ୍ତା। ଡମ୍ଫର, ହାଇୱା ସାଙ୍ଗକୁ ଭାରିଯାନ ଜୀବନ ନେବାକୁ ଯେମିତି ଅପେକ୍ଷା କରି ରହିଛନ୍ତି। ପିଲାଙ୍କୁ ସ୍କୁଲ କ୍ୟାମ୍ପସରେ ଛାଡ଼ିବା ଓ ଆଣିବା ଯାଏ ନୟାନ୍ତ ହୋଇପଡୁଛିନ୍ତି ଅଭିଭାବକ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ମଞ୍ଚେଶ୍ୱର ରେଲୱେ କଲୋନୀ କେନ୍ଦ୍ରୀୟ ବିଦ୍ୟାଳୟ ତିନି ନମ୍ବର ଅଞ୍ଚଳରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
