‘ଶ୍ୱଶୁର କହିଲେ ବାପଘରକୁ ପଳା’

ନିଜ ବାପଘରୁ ଶୀତରାତିରେ ଶ୍ୱଶୁର ଘରକୁ ଆସିଥିଲେ ସାଥିରେ ଥିଲେ 5 ମାସର କୁନି ଛୁଆ। କିନ୍ତୁ କାହିଁକି ତାଙ୍କୁ ଘର ଭିତରକୁ ଦିଆଯାଇନଥିଲା ଓ ତା ପରେ କଣ ହୋଇଥିଲା ଦେଖନ୍ତୁ।