Advertisment

ସରିନି ଗୀତ.. ସରିଗଲା ଜୀବନ

ଅନ୍ଧାର ରାତିରେ ଗୀତର ତାଳେ ତାଳେ ଦର୍ଶକ ଝୁମୁଥିଲେ। ଅଚାନକ ମାଡ଼ି ବସିଲା ମୃତ୍ୟୁ। ମୁରଲୀ ମହାପାତ୍ର ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ବେଶ ଚର୍ଚ୍ଚାରେ ଥାଆନ୍ତି। ଦୁର୍ଗା ପୂଜାର ସପ୍ତମୀ ରାତି ତାଙ୍କ ପାଇଁ ଥିଲା ଶେଷ ରାତି ଆଉ ଶେଷ ଗୀତ। ସବୁବେଳେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଉଥିବା ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଆଜି ଦର୍ଶକଙ୍କ ସାମ୍ନାରେ ତାଙ୍କର ଶେଷ ଗୀତ ହୋଇଗଲା। ଏପରି ହୃଦୟ ବିଦାରକ ଘଟଣା ଜୟପୁର ସହରରେ […]

author-image
Debendra Prusty
ସରିନି ଗୀତ.. ସରିଗଲା ଜୀବନ

heart attack

ଅନ୍ଧାର ରାତିରେ ଗୀତର ତାଳେ ତାଳେ ଦର୍ଶକ ଝୁମୁଥିଲେ। ଅଚାନକ ମାଡ଼ି ବସିଲା ମୃତ୍ୟୁ। ମୁରଲୀ ମହାପାତ୍ର ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ବେଶ ଚର୍ଚ୍ଚାରେ ଥାଆନ୍ତି। ଦୁର୍ଗା ପୂଜାର ସପ୍ତମୀ ରାତି ତାଙ୍କ ପାଇଁ ଥିଲା ଶେଷ ରାତି ଆଉ ଶେଷ ଗୀତ। ସବୁବେଳେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଉଥିବା ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଆଜି ଦର୍ଶକଙ୍କ ସାମ୍ନାରେ ତାଙ୍କର ଶେଷ ଗୀତ ହୋଇଗଲା। ଏପରି ହୃଦୟ ବିଦାରକ ଘଟଣା ଜୟପୁର ସହରରେ ଘଟିଛି।

Advertisment

Died While Singing Heart Attack On Stage Odisha Singer Died On Stage