Advertisment

ବିଜେଡି କ୍ୟାଂପରେ କର୍ମୀ କହିଲେ, ବିଜେଡି ହାରୁଛି ଭଲ ହୋଇଛି

ଭଦ୍ରକ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ବିଜେଡି ହାରୁଛି ବୋଲି ନୁହେଁ ବରଂ ବିଜେଡି ନେତାମାନେ ଉଚିତ ପ୍ରାର୍ଥୀ ବାଛିନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି କର୍ମୀ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପ୍ରାର୍ଥୀ ନ କରିବାରୁ ବିଜେଡି ପାଇଁ ଏହା ଏକ ଦଣ୍ଡ ବୋଲି କହିଛନ୍ତି ଅନ୍ତୋଷ ବିଜେଡି କର୍ମୀ।

author-image
Debendra Prusty
ବିଜେଡି କ୍ୟାଂପରେ କର୍ମୀ କହିଲେ, ବିଜେଡି ହାରୁଛି ଭଲ ହୋଇଛି

bjd

ଭଦ୍ରକ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ। ବିଜେଡି ହାରୁଛି ବୋଲି ନୁହେଁ ବରଂ ବିଜେଡି ନେତାମାନେ ଉଚିତ ପ୍ରାର୍ଥୀ ବାଛିନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି କର୍ମୀ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ବିଜେଡି ପ୍ରାର୍ଥୀ ନ କରିବାରୁ ବିଜେଡି ପାଇଁ ଏହା ଏକ ଦଣ୍ଡ ବୋଲି କହିଛନ୍ତି ଅନ୍ତୋଷ ବିଜେଡି କର୍ମୀ।

Advertisment

Dhamnagar Byelection Bjd Defeated