Advertisment

ଏକର ଅଢ଼େଇ ଲକ୍ଷରେ ଜମି ମିଳୁଛି ବାଙ୍କିରେ!

ଇଥାନଲ ପ୍ଲାଣ୍ଟ ପାଇଁ ବାଆଁରାରେ ଦିଆଯାଇଛି ଶସ୍ତାରେ ଜମି। ଶିଳ୍ପ ବସାଇବା ପାଇଁ ଏକର ଅଢ଼େଇ ଲକ୍ଷ ଟଙ୍କା ଦରରେ ଦିଆଯାଇଛି ସରକାରୀ ଜମି। ରାଜସ୍ୱ ବିଭାଗର ବେଞ୍ଚ ମାର୍କ ଭେଲ୍ୟୁଠାରୁ ଯଥେଷ୍ଟ କମରେ ଦିଆଯାଇଛି ଜମି। ଜମି ସହ ଶସ୍ତାରେ ବିଜୁଳି, ଋଣ ପାଇଁ ସୁଧରେ ବି ରିହାତି। ନିଯୁକ୍ତି ଦୃଷ୍ଟିରୁ କେତେ ଲାଭ ପାଉଛନ୍ତି ରାଜ୍ୟବାସୀ?

author-image
Debendra Prusty
ଏକର ଅଢ଼େଇ ଲକ୍ଷରେ ଜମି ମିଳୁଛି ବାଙ୍କିରେ!

abnki land

ଇଥାନଲ ପ୍ଲାଣ୍ଟ ପାଇଁ ବାଆଁରାରେ ଦିଆଯାଇଛି ଶସ୍ତାରେ ଜମି। ଶିଳ୍ପ ବସାଇବା ପାଇଁ ଏକର ଅଢ଼େଇ ଲକ୍ଷ ଟଙ୍କା ଦରରେ ଦିଆଯାଇଛି ସରକାରୀ ଜମି। ରାଜସ୍ୱ ବିଭାଗର ବେଞ୍ଚ ମାର୍କ ଭେଲ୍ୟୁଠାରୁ ଯଥେଷ୍ଟ କମରେ ଦିଆଯାଇଛି ଜମି। ଜମି ସହ ଶସ୍ତାରେ ବିଜୁଳି, ଋଣ ପାଇଁ ସୁଧରେ ବି ରିହାତି। ନିଯୁକ୍ତି ଦୃଷ୍ଟିରୁ କେତେ ଲାଭ ପାଉଛନ୍ତି ରାଜ୍ୟବାସୀ?

Advertisment

Cuttack Agrivet Idco Land Price Mohit Singla