ରାଷ୍ଟ୍ରପତିଙ୍କ ଘରେ ଚିକେନ୍ ରାନ୍ଧିଲେ

ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲରେ ଗାଧୋଇବା ସହ ରୋଷେଇ ଘରେ ରାନ୍ଧିଥିଲେ ଓ ବେଡ୍‌ରୁମ୍‌ରେ ଶୋଇ ସେଲ୍ଫି ମଧ୍ୟ ନେଇଥିଲେ। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ।

chicken

chicken

Debendra Prusty
  • Published: Monday, 11 July 2022
  • Updated: 11 July 2022, 01:53 PM IST

Sports

Latest News

ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲରେ ଗାଧୋଇବା ସହ ରୋଷେଇ ଘରେ ରାନ୍ଧିଥିଲେ ଓ ବେଡ୍‌ରୁମ୍‌ରେ ଶୋଇ ସେଲ୍ଫି ମଧ୍ୟ ନେଇଥିଲେ। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ।

https://youtu.be/Oji3Ba8lO18

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos