ଘର ଗଢ଼ି ଦେଲା 7 ଦିନର ସମ୍ପର୍କ?

ଡକ୍ଟର ସୁମିତ ଏବଂ ତାଙ୍କ ସ୍ତ୍ରୀ ତପସ୍ବନୀଙ୍କ ଉପରେ ନଜର ରଖୁଥିବା ଥାନା ଅଧିକାରୀ ଓ ପ୍ରୋଟେକ୍ସନ ଅଧିକାରୀ ତାଙ୍କ ରିପୋର୍ଟରେ, ଏଭଳି କିଛି ଦର୍ଶାଇଛନ୍ତି ଯାହା ସମ୍ପର୍କର ଫାଟକୁ ଯୋଡ଼ି ଦେବାର ସାମର୍ଥ୍ୟ ରଖୁଛି। ତେବେ ଚୁଡ଼ାନ୍ତ ନିଷ୍ପତି ଆସିବାକୁ ଆସନ୍ତା 17 ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।