Advertisment

ଘର ଗଢ଼ି ଦେଲା 7 ଦିନର ସମ୍ପର୍କ?

ଡକ୍ଟର ସୁମିତ ଏବଂ ତାଙ୍କ ସ୍ତ୍ରୀ ତପସ୍ବନୀଙ୍କ ଉପରେ ନଜର ରଖୁଥିବା ଥାନା ଅଧିକାରୀ ଓ ପ୍ରୋଟେକ୍ସନ ଅଧିକାରୀ ତାଙ୍କ ରିପୋର୍ଟରେ, ଏଭଳି କିଛି ଦର୍ଶାଇଛନ୍ତି ଯାହା ସମ୍ପର୍କର ଫାଟକୁ ଯୋଡ଼ି ଦେବାର ସାମର୍ଥ୍ୟ ରଖୁଛି। ତେବେ ଚୁଡ଼ାନ୍ତ ନିଷ୍ପତି ଆସିବାକୁ ଆସନ୍ତା 17 ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

author-image
Manasi Mohapatra
ଘର ଗଢ଼ି ଦେଲା 7 ଦିନର ସମ୍ପର୍କ?

maxresdefault (1)

ଡକ୍ଟର ସୁମିତ ଏବଂ ତାଙ୍କ ସ୍ତ୍ରୀ ତପସ୍ବନୀଙ୍କ ଉପରେ ନଜର ରଖୁଥିବା ଥାନା ଅଧିକାରୀ ଓ ପ୍ରୋଟେକ୍ସନ ଅଧିକାରୀ ତାଙ୍କ ରିପୋର୍ଟରେ, ଏଭଳି କିଛି ଦର୍ଶାଇଛନ୍ତି ଯାହା ସମ୍ପର୍କର ଫାଟକୁ ଯୋଡ଼ି ଦେବାର ସାମର୍ଥ୍ୟ ରଖୁଛି। ତେବେ ଚୁଡ଼ାନ୍ତ ନିଷ୍ପତି ଆସିବାକୁ ଆସନ୍ତା 17 ତାରିଖ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

Advertisment

Odisha Odisha Reporter Berahmpur Tapaswinicase