ଚା’ ଖଟିରେ ଉପନିର୍ବାଚନ ପ୍ରସଙ୍ଗ

ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ଘର ଘର ବୁଲି ପ୍ରାର୍ଥୀ କରୁଛନ୍ତି ପ୍ରଚାର। ହେଲେ ଧାମନଗର ବାସୀ କାହାକୁ ଭୋଟ ଦେବେ କେଉଁ ପ୍ରାର୍ଥୀଙ୍କୁ ଚୟନ କରିବେ ସେନେଇ ଚା’ଖଟିରେ ଚାଲିଛି ଖଟି।