/odisha-reporter/media/post_attachments/uploads/2022/10/boby-das-2.jpg)
boby das
ଜନତା, ନେତାଙ୍କୁ କରୁଛନ୍ତି ପ୍ରଶ୍ନ। ମାଟି ଧାମନଗର, ନେତା କାହିଁକ ଯାଜପୁରର? ଯୁଆଡ଼େ ଦେଖିବ ସିଆଡ଼େ କେବଳ ଯାଜପୁର ନେତା। କର୍ମୀଙ୍କୁ ନ ପଚାରି ନିଜେ ନେଇ ଯାଉଛନ୍ତି ନିଷ୍ପତ୍ତି। ଦଳୀୟ କର୍ମୀମାନେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲେ ବି ନେତା ନିଷ୍ପତ୍ତି ନେଲେ ଅବନ୍ତୀ ହେବେ ପ୍ରାର୍ଥୀ। ନେତାଙ୍କ ଏ ଭଳି ନିଷ୍ପତ୍ତି ଯୋଗୁଁ ଧାମନଗରରେ ବିଜେଡି ୨ ଭାଗ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
