ଧାମନଗର ଭୋଟରଙ୍କର ଯାଜପୁରିଆ ନେତା!

ଜନତା, ନେତାଙ୍କୁ କରୁଛନ୍ତି ପ୍ରଶ୍ନ। ମାଟି ଧାମନଗର, ନେତା କାହିଁକ ଯାଜପୁରର? ଯୁଆଡ଼େ ଦେଖିବ ସିଆଡ଼େ କେବଳ ଯାଜପୁର ନେତା। କର୍ମୀଙ୍କୁ ନ ପଚାରି ନିଜେ ନେଇ ଯାଉଛନ୍ତି ନିଷ୍ପତ୍ତି। ଦଳୀୟ କର୍ମୀମାନେ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲେ ବି ନେତା ନିଷ୍ପତ୍ତି ନେଲେ ଅବନ୍ତୀ ହେବେ ପ୍ରାର୍ଥୀ। ନେତାଙ୍କ ଏ ଭଳି ନିଷ୍ପତ୍ତି ଯୋଗୁଁ ଧାମନଗରରେ ବିଜେଡି ୨ ଭାଗ।