Advertisment

ଧଉଳି କହେ କଳିଙ୍ଗର ଇତିହାସ

ଧଉଳି, ଯିଏ କହେ କଳିଙ୍ଗର ଇତିହାସ। ଯିଏ ସାକ୍ଷୀ ଉତ୍କଳ ସନ୍ତାନର ଶୌର୍ଯ୍ୟ, ସାହସ ଆଉ ସାମର୍ଥ୍ୟର। ଯିଏ ଦେଖିଛି ଚଣ୍ଡାଶୋକର ଧର୍ମ ପରିବର୍ତ୍ତନ। ଶାନ୍ତି ଆଉ ମୈତ୍ରୀର ପ୍ରତୀକ ଶାନ୍ତିର ପାଗୋଡାକୁ ପୂରିଛି ପଚାଶ ବର୍ଷ।

author-image
Debendra Prusty
ଧଉଳି କହେ କଳିଙ୍ଗର ଇତିହାସ

dhauli

ଧଉଳି, ଯିଏ କହେ କଳିଙ୍ଗର ଇତିହାସ। ଯିଏ ସାକ୍ଷୀ ଉତ୍କଳ ସନ୍ତାନର ଶୌର୍ଯ୍ୟ, ସାହସ ଆଉ ସାମର୍ଥ୍ୟର। ଯିଏ ଦେଖିଛି ଚଣ୍ଡାଶୋକର ଧର୍ମ ପରିବର୍ତ୍ତନ। ଶାନ୍ତି ଆଉ ମୈତ୍ରୀର ପ୍ରତୀକ ଶାନ୍ତିର ପାଗୋଡାକୁ ପୂରିଛି ପଚାଶ ବର୍ଷ।

Advertisment

Dhauli Ashoka The Great Kalinga War Peace Pagoda