Advertisment

ଡ୍ରିଙ୍କ ଫ୍ରମ ଟ୍ୟାପରୁ ଝାଡ଼ାବାନ୍ତି!

ସହରବାସୀ ପିଇବେ ବିଶୁଦ୍ଧ ଜଳ। ସିଧା ଟ୍ୟାପରୁ ପିଇ ହେବ ପାଣି। ଗତବର୍ଷ ପୁରୀ ସହରରେ ଏମିତି କିଛି କହି ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ପୁରୀ ସହର ବାସିନ୍ଦା ସହ ପର୍ଯ୍ୟଟକ ବି ଉପକୃତ ହୋଇପାରିବେ ବୋଲି କୁହାଯାଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ମଡେଲ ଲାଗୁ କରି ଦେଶରେ ବେଶ ନାଁ ବି କମେଇବାକୁ ସରକାର ପ୍ରଚାର ପ୍ରସାର କଲେ। ହେଲେ ଠିକ ବର୍ଷକ ପରେ ସହରର ସ୍ଥିତି […]

author-image
Debendra Prusty
ଡ୍ରିଙ୍କ ଫ୍ରମ ଟ୍ୟାପରୁ ଝାଡ଼ାବାନ୍ତି!

puri

ସହରବାସୀ ପିଇବେ ବିଶୁଦ୍ଧ ଜଳ। ସିଧା ଟ୍ୟାପରୁ ପିଇ ହେବ ପାଣି। ଗତବର୍ଷ ପୁରୀ ସହରରେ ଏମିତି କିଛି କହି ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ପୁରୀ ସହର ବାସିନ୍ଦା ସହ ପର୍ଯ୍ୟଟକ ବି ଉପକୃତ ହୋଇପାରିବେ ବୋଲି କୁହାଯାଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ମଡେଲ ଲାଗୁ କରି ଦେଶରେ ବେଶ ନାଁ ବି କମେଇବାକୁ ସରକାର ପ୍ରଚାର ପ୍ରସାର କଲେ। ହେଲେ ଠିକ ବର୍ଷକ ପରେ ସହରର ସ୍ଥିତି ପୂରା ଓଲଟା।

Advertisment

Drink From Tap Drinking Water Puri Diarrhoea