ଉପଭୋକ୍ତା ବାହାନା, ଟାର୍ଗେଟ ଦିବ୍ୟଶଙ୍କର

ପୁଣି ସୌମ୍ୟଙ୍କ ଟାର୍ଗେଟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ରାଜ୍ୟ ସରକାରଙ୍କ ବିଦ୍ୟୁତ ସଂସ୍କାର ସ୍ବପ୍ନକୁ ନେଇ ଉଠାଇଲେ ପ୍ରଶ୍ନ । ଏବେ ଚାରିଆଡେ ଚର୍ଚ୍ଚା, ଉପଭୋକ୍ତା ବାହାନା, ଟାର୍ଗେଟ ଦିବ୍ୟଶଙ୍କର ।