ନିର୍ବାଚନ ପ୍ରଚାର ପାଇଁ କ’ଣ ଶପଥ ନେଇଛନ୍ତି ମନ୍ତ୍ରୀ?

ministers

ministers

Debendra Prusty
  • Published: Monday, 28 November 2022
  • Updated: 28 November 2022, 10:27 AM IST

ରାଜ୍ୟ ବଜେଟ ନ ପଢ଼ି ଅର୍ଥମନ୍ତ୍ରୀ ମାତିଛନ୍ତି ନିର୍ବାଚନ ପ୍ରଚାରରେ। ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରୁନାହାଁନ୍ତି ପିଲା, ଶିକ୍ଷା ମନ୍ତ୍ରୀ ପ୍ରଚାରରେ। ଔଷଧ ପାଇଁ ଶୀତକାକରରେ ଶଢୁଛନ୍ତି କିଡନି ରୋଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଚାରରେ। ଶପଥ ଗ୍ରହଣ ବେଳେ ମନ୍ତ୍ରୀ କ’ଣ ଶପଥ ନେଇଥିଲେ ଦଳୀୟ ପ୍ରଚାର କରିବେ ବୋଲି?

https://youtu.be/S8nkGGWT7Q0

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories