Advertisment

ନିର୍ବାଚନ ପ୍ରଚାର ପାଇଁ କ’ଣ ଶପଥ ନେଇଛନ୍ତି ମନ୍ତ୍ରୀ?

ରାଜ୍ୟ ବଜେଟ ନ ପଢ଼ି ଅର୍ଥମନ୍ତ୍ରୀ ମାତିଛନ୍ତି ନିର୍ବାଚନ ପ୍ରଚାରରେ। ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରୁନାହାଁନ୍ତି ପିଲା, ଶିକ୍ଷା ମନ୍ତ୍ରୀ ପ୍ରଚାରରେ। ଔଷଧ ପାଇଁ ଶୀତକାକରରେ ଶଢୁଛନ୍ତି କିଡନି ରୋଗୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଚାରରେ। ଶପଥ ଗ୍ରହଣ ବେଳେ ମନ୍ତ୍ରୀ କ’ଣ ଶପଥ ନେଇଥିଲେ ଦଳୀୟ ପ୍ରଚାର କରିବେ ବୋଲି?

ministers

BjD Naveen Patnaik Ministers For Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe