Advertisment

ଭୂତଙ୍କ ପାଇଁ କୋଠା କଲେ ସରକାର!

ଦେଖନ୍ତୁ ଏହି ଦୁଇ ମହଲା ବିଶିଷ୍ଟ ଘରକୁ, ଭଦ୍ରକ ସହରଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ଘରଟି ହେଉଛି ଫଳ ଓ ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର। ଆଗ ପଟୁ ଘରଟି ଖୁବ ସୁନ୍ଦର ଦିଶୁଛି। ପାଖରୁ ଦେଖିଲେ ଲାଗୁଛି ଗୋଟିଏ ଭୂତକୋଠି।

author-image
Debendra Prusty
ଭୂତଙ୍କ ପାଇଁ କୋଠା କଲେ ସରକାର!

bhadrak

ଦେଖନ୍ତୁ ଏହି ଦୁଇ ମହଲା ବିଶିଷ୍ଟ ଘରକୁ, ଭଦ୍ରକ ସହରଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ଘରଟି ହେଉଛି ଫଳ ଓ ପନିପରିବା ପ୍ରକ୍ରିୟାକରଣ ଓ ସଂରକ୍ଷଣ ତାଲିମ କେନ୍ଦ୍ର। ଆଗ ପଟୁ ଘରଟି ଖୁବ ସୁନ୍ଦର ଦିଶୁଛି। ପାଖରୁ ଦେଖିଲେ ଲାଗୁଛି ଗୋଟିଏ ଭୂତକୋଠି।

Advertisment

Odisha Govt Bhadrak Ghost House Ghost House